ଆପଣଙ୍କ କେଶ ପାଚି ଧଳା ରଙ୍ଗ ହୋଇଯାଉଛି କି ? କୌଣସି ଔଷଧ ସେବନ ବଦଳରେ ଖାଆନ୍ତୁ ଏହି ଖାଦ୍ୟ , ଏହି ସମସ୍ୟାରୁ ମୁକ୍ତି ପାଇବେ
କେଶ ଧଳା ହେବାକୁ ନେଇ ଏବେ ସମସ୍ତେ ଚିନ୍ତିତ । କାରଣ ଅଳ୍ପ ବୟସର ପିଲାଙ୍କର ବି କେଶ
ପାଚିବାର ଦେଖା ଯାଉଛି । ଧିରେ ଧିରେ କଳା କେଶ ଧଳା ହୋଇଯାଉଛି । ଏଥିପାଇଁ ନିଜର
ଡାଇଟିଂରେ ଏହି ଜିନିଷ ସବୁକୁ ସାମିଲ୍ କରନ୍ତୁ –
ବାଦାମ – ବାଦାମରେ କପର ଓ ଭିଟାମିନ୍ –ଇ ପ୍ରଚୁର ପରିପମାଣରେ ଥାଏ । ଯାହା କେଶ ପାଇଁ ବହୁତ ଫଳପ୍ରଦ ଅଟେ । ଏଥିପାଇଁ ବଜାରରେ ମିଳୁଥିବା ବାଦାମ ତେଲକୁ ବ୍ୟବହାର କରିବା ଉଚିତ୍ । ଏହାକୁ ଅଧିକରୁ ଅଧିକ ଖାଇବା ଆବଶ୍ୟକ । ଯାହାକି ଆମର କେଶ ପାଇଁ ଖୁବ୍ ଉପଯୋଗୀ ଅଟେ ।

ଚକୋଲେଟ୍ , ମସରୁମ୍ –
ମେଲାନିନ୍ କେଶକୁ ରଙ୍ଗ ଦେଇଥାଏ । ଏବଂ ଏଥିପାଇଁ ଶରୀରରେ କପର ରହିବା ଜରୁରୀ ଅଟେ ।
ଚକୋଲେଟ୍ ଓ ମସରୁମ୍ ରେ କପରର ଭଲ ମାତ୍ରା ଥାଏ । ଏଥିପାଇଁ ଏହାକୁ ଖାଇବା ଭଲ ।
ସବୁତ୍ର ପତ୍ର ଭରା ପନିପରିବା – ଗ୍ରୀନ୍ ଲିଫ୍ ଅର୍ଥାତ୍ ସବୁଜ
ପତ୍ରର ପନିପରିବା ଯଥା –ବନ୍ଧାକୋବି , ଶାଗ ଜାତୀୟ ଜିନିଷ ଆଦିରେ ଭିଟାମିନ୍-ବି ଥାଏ ।
ଯାହା ମସ୍ତିଷ୍କ ପାଇଁ ଆବଶ୍ୟକ ଅଟେ । । ସାଧାରଣତଃ ବି-୧୨କୁ ଯେତେ ଅଧିକ ସେବନ କରିବ
ଏହା କେଶକୁ ପାଚିବାରୁ ରକ୍ଷା କରିବ ।
ଅଣ୍ଡା – ଅଣ୍ଡାରେ ମଧ୍ୟ
ଭିଟାମିନ୍-୧୨ ଥାଏ । ବି-୧୨ ଆପଣଙ୍କର ରକ୍ତରେ କେଶକୁ ଧଳା କରିଥିବା ତତ୍ୱକୁ ଆସିବାରେ
ରୋକିଥାଏ । ଏହାକୁ ନିଜ ଖାଦ୍ୟରେ ନିଶ୍ଚୟ ବ୍ୟବହାର କରନ୍ତୁ ।
ଏଣୁ ଆପଣ ଆଉ ଚିନ୍ତା ନକରି , କୌଣସି ଔଷଧର ଜାଲରେ ନପଡି , ଏହି ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ନିଶ୍ଚୟ ଉପକାର ପାଇବେ ।

Comments
Post a Comment