କେଶ କଲର କରୁଛନ୍ତି କି ? କିପରି କଲର ବାଛିବେ ଏହା ଉପରେ ଧ୍ୟାନ ଦିଅନ୍ତୁ
ଯଦି ଆପଣ ନିଜର କେଶକୁ କାଟିବାକୁ ଚାହୁଁନାହାଁନ୍ତି ଓ ଷ୍ଟାଇଲିଂ ପାଇଁ କଲରିଂ ସବୁୁଠୁ
ଭଲ ତରିକା ଅଟେ । କିନ୍ତୁ ହେୟାର କଲର ଓ ହାଇଲାଇଟ୍ସ କରିବା ପୂର୍ବରୁ କିଛି ଜିନିଷ
ଜାଣିବା ନିହାତି ଜରୁରୀ ଅଟେ । ଲାଟେଷ୍ଟ ଫ୍ୟାଶନକୁ ଆଖି ବନ୍ଦ କରି ଅନୁସରଣ ନକରି ନିଜର
ସ୍କିନ ଟୋନ୍ ଓ କେଶର ଟେକ୍ସଚରକୁ ଧ୍ୟାନରେ ରଖି କଲର ବାଛନ୍ତୁ । ଆପଣଙ୍କର ସମସ୍ୟାକୁ
ସହଜ କରିବା
ହେୟାର ଏକ୍ସପର୍ଟର କିଛି ଟିପ୍ସ କହୁଛୁ –
ସ୍କିନ୍ ଟୋନ୍ – ସ୍କିନ ଟୋନ ଓ ହେୟାର କଲରର ଖରାପ ପେୟାରିଂ ଆପଣଙ୍କର ପୁରା ଲୁକ୍ କୁ ବିଗାଡି ଦେଇପାରେ । କାରଣ ଜରୁରୀ ନୁହେଁ ଯେ ଯେଉଁ କଲର କରୀନା କପୁରଙ୍କ ଉପରେ ଭଲ ଲାଗୁଛି , ତହା ଆପଣଙ୍କ ଉପରେ ଭଲ ଲାଗିବ । ହେୟାର ଏକ୍ସପର୍ଟ ଜାଭେଦ ହବିବ କୁହନ୍ତି , ଆପଣଙ୍କର ଚେହେରାର ଆକାର ଯେମିତି ବି ହେଉ କିନ୍ତୁ ନିଜର କେଶର ଟେକ୍ସଚର ହିସାବରେ ଷ୍ଟାଇଲିଂ କରିବା ଉଚିତ୍ ।

ଉଚିତ୍ କଲର ବାଛିବା – କଲର
ଶେଡ୍ସ ବାଛିବା ବେଳେ ସ୍କିନ୍ ଟୋନ ଉପରେ ଧ୍ୟାନ ଦେବା ଜରୁରୀ । ଭାରତୀୟ ସ୍କିନ୍ ଟୋନରେ
ଖାକି ଫ୍ୟାମିଲି ଓ ବ୍ରାଉନ୍ ର ସବୁ ଶେଡ୍ସ ବେକିଂ ହୋଇଥାଏ । ରେଡ୍ ହେୟାର କଲର ଠାରୁ
ଦୂରେଇ ରୁହନ୍ତୁ । ଖାକି ବ୍ଲଣ୍ଡ ,ହନି , ଚେଷ୍ଟନଟ ବ୍ରାଉନ୍ , ଲାଇଟ ବ୍ରାଉନ୍ କଲର
ଷ୍ଟ୍ରିକ୍ସରେ ଖୁବ୍ ସୁନ୍ଦର ଲାଗିବ ।
ହେୟାର କଲର ବାଛିବାର ତରିକା –
୧ – ଏମିତି କଲର ବାଛନ୍ତୁ ଯାହା ଆପଣଙ୍କର କେଶରେ ଗୋଟିଏ ବା ଦୁଇ ଶେଡ୍ ଡାର୍କ ବା ଲାଇଟ୍ ହେବ ।
୨ – ଆପଣଙ୍କର ଆଖିର ରଙ୍ଗ ସହ ମିଶୁଥିବା କଲର ମଧ୍ୟ ବାଛିପାରିବେ । ଏହା ମଧ୍ୟ ଆପଣଙ୍କର ଲୁକ୍ କୁ ଏକ ଭଲ ଦେଖାଯିବ।
୧ – ଏମିତି କଲର ବାଛନ୍ତୁ ଯାହା ଆପଣଙ୍କର କେଶରେ ଗୋଟିଏ ବା ଦୁଇ ଶେଡ୍ ଡାର୍କ ବା ଲାଇଟ୍ ହେବ ।
୨ – ଆପଣଙ୍କର ଆଖିର ରଙ୍ଗ ସହ ମିଶୁଥିବା କଲର ମଧ୍ୟ ବାଛିପାରିବେ । ଏହା ମଧ୍ୟ ଆପଣଙ୍କର ଲୁକ୍ କୁ ଏକ ଭଲ ଦେଖାଯିବ।
ପ୍ରଥମେ କରନ୍ତୁ ଗ୍ଲୋବାଲ କଲର –
ଜାଭେଦ ହବୀବଙ୍କ କହିବା ହେବା ଭାରତୀୟ ଲୋକଙ୍କ ପାଇଁ ଗ୍ଲୋବାଲ କଲର ଚେଂଜ ପରେ ଫାଇନ୍
ଷ୍ଟ୍ରିକ୍ସ କରନ୍ତୁ । ଏଥିପାଇଁ ପ୍ରଥମେ ଗ୍ଲୋବାଲ କଲର କରନ୍ତୁ । ପୁଣି ଏହା ଉପରେ
ହାଇଲାଇଟିଂ କରାନ୍ତୁ । ଏହା ଦ୍ୱାରା ଖୁବ୍ ଷ୍ଟାଇଲିଷ୍ଟ ଓ ନାଚୁରାଲ୍ ଲୁକ୍ ମିଳିଥାଏ ।

Comments
Post a Comment