ଆପଣଙ୍କ କେଶରେ ସୁନ୍ଦରତା ଭରିବାକୁ ଚାହୁଁଛନ୍ତି କି ? ଗୋଦରେଜ ଲଂଚ କରିଛି ମନ ପସନ୍ଦର ରଙ୍ଗ
କେଶରେ ସୁନ୍ଦରତା ଓ ଚମକ ଆଣିବାକୁ ସମସ୍ତେ
ଚାହିଁଥାନ୍ତି । ଆଉ ଏହା ଆଜିର ଯିବପିଢିଙ୍କର ଖୁବ୍ ପସନ୍ଦ । ଏଥିପାଇଁ ସେମାନେ କେଶକୁ
ରଙ୍ଗ କରିଥାନ୍ତି । କିଏ ନିଜର କେଶକୁ ଲାଲ୍ ରଙ୍ଗ ସେକଲର କରୁଛି ତ କିଏ ବ୍ରାଉନ୍
କରୁଛି । ଗୋଦରେଜ ପ୍ରଫେଶନାଲ ରେଂଜ ,ମାର୍କେଟ ଓ ଫ୍ୟାଶନର ଏହି ଡିମାଣ୍ଡକୁ ଖୁବ୍
ବଢାଇଦେଇଛନ୍ତି ।
ବୁଧବାର ଦିନ ଗୋଦରେଜ ପ୍ରଥମ ଥର ଗୋଦରେଜ
ପ୍ରଫେଶନଲ ରେଂଜର ଲଂଚ କରିଛି । ଏହି ଅବସରରେ ଗୋଦରେଜ କଂଜ୍ୟୁମର ପ୍ରଡକ୍ଟସର ଆସୋସିଏଟ୍
ଭାଇସ୍ ପ୍ରେସିଡେଣ୍ଟ କେତନ ତଳଲକର କହିଛନ୍ତି , ସମସ୍ତେ ନିଜ ପସନ୍ଦର କଲର ଯେମିତି
ପାଇପାରିବେ , ସେଥିପାଇଁ ଆମେ ଏହି ରେଂଜକୁ ଲଂଚ କରିଛୁ । ଏହି ପ୍ରଡକ୍ଟସ ସିଧା କେବଳ
କଂଜ୍ୟୁମରଙ୍କ ପାଇଁ ନୁହେଁ , ଏହା ସେଲୁନିଷ୍ଟଙ୍କ ପାଇଁ ତିଆରି ହୋଇଛି । କେତନ
କହିଛନ୍ତି ଅନ୍ୟ କଲର ତୁଳନାରେ ଏହି କଲରସ ରିଜନେବଲ ହେବ । ଏହାକୁ ସେଲିନରେ କିଣିବି
ପାରିବେ । ଯଦି କେବଳ ଲକ୍ଷ୍ନୈାର କଥା କୁହାଯାଏ ତ ୫ଶହ ସେଲୁନ ସହ ଆମର ଟାଇଅପ୍ ହୋଇଛି ।
ସେଠାରେ ଏହି ପ୍ରଡକ୍ଟର ଲଂଚ ଅବସରରେ ରାମ୍ପରେ ମଡେଲ୍ ହେୟାର କଲରକୁ ମଧ୍ୟ ପ୍ରଦର୍ଶିତ
କରିଥିଲେ ।

Comments
Post a Comment